X
Breaking News
ମନୋରଞ୍ଜନ

ସବୁ ଚରିତ୍ର ପାଇଁ ନିଜର ରୂପ ବଦଳାଉଥିବା ଅମିରଙ୍କ ଆଜି….

aamir
courtesy: http://livestylevogue.com

ମୁମ୍ୱାଇ: ହିନ୍ଦୀ ସିନେମା ଜଗତରେ ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଫେମୋସ ଅଭିନେତା, ଡାଇରେକ୍ଟର, ପ୍ରଡ୍ୟୁସର ଏବଂ ଲେଖକ ଅମିର ଖାନ ଆଜି ନିଜର ୫୪ ଜନ୍ମଦିନ ପାଳନ କରୁଛନ୍ତି । ତେବେ ବଲିଉଡ ଜଗତରେ ତାରକା ମାନଙ୍କ ମଧ୍ୟରେ ଅମିର ଖାନ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି ।

aamir

courtesy: http://xtreme-bollywood-photos.blogspot.com

ବହୁ ଦିନ ବ୍ୟବଧାନ ପରେ ରିଲିଜ ହେଉଥିବା ତାଙ୍କ ଫିଲ୍ମ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ ଉପହାର ପରି ଆସିଥାଏ । ଅମିର ମଧ୍ୟ ନିଜ ଫ୍ୟାନ ମାନଙ୍କ ଆଶା ଭରଷା ଭାଙ୍ଗନ୍ତି ନାହିଁ । ଅମିରଙ୍କ ଜନ୍ମଦିନ ଅବସରରେ ତାଙ୍କୁ ତାଙ୍କ ଫ୍ୟାନମାନଙ୍କ ସହ ସବୁ ମହଲରୁ ଶୁଭେଚ୍ଛା ଛୁଟିଛି । ତେବେ ସବୁ ଚରିତ୍ର ପାଇଁ ସେ ନିଜର ରୂପ ବଦଳାଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top