X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ସମଦୂରତାରୁ ଦୂରେଇପାରନ୍ତି ନବୀନ, ପରୋକ୍ଷରେ ଦେଲେ ଇଶାରା

CM Naveen patnaik

ଭୁବନେଶ୍ୱର: ସବୁବେଳେ ସମଦୂରତାର କଥା କହି ଆସୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସେହି କଥାକୁ ନିଜେ ଭୁଲି ଯାଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ନବୀନ କହିଛନ୍ତି ଯିଏ ଓଡ଼ିଶାର ବିକାଶରେ ସହଯୋଗୀ ହେବ ତାକୁ ବିଜୁ ଜନତା ଦଳର ସମର୍ଥନ ରହିବ । ସିଏ ଏନ୍‌ଡିଏ ହେଉ ବା ୟୁପିଏ ହେଉ ତାକୁ ବିଜେଡି ପକ୍ଷରୁ ସମର୍ଥନ ଦିଆଯିବ ।

ତେବେ ହଠାତ୍‌ ନବୀନଙ୍କର ଏଭଳି ପରିବର୍ତ୍ତନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ନବୀନ କାହାକୁ ସମର୍ଥନ କରିବେ ବୋଲି ଏବେ ଏହି ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top