ନ୍ୟୁଜ୍

ବ୍ଲକ ଅଧ୍ୟକ୍ଷଙ୍କ ମନମାନି ବିରୋଧରେ ଗଣଧାରଣା ଦେଲା ବିଜେପି

ବାଲେଶ୍ୱର: ବସ୍ତା ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସଙ୍କ ମନମାନିକୁ ବିରୋଧ କରି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ବସ୍ତା ବ୍ଲକ ସମ୍ମୁଖରେ ବିଜେପି ଗଣଧାରଣା ଦେଇଥିଲା । ବିଜେପିର ଅଭିଯୋଗ ହେଉଛି ଲକ୍ଷ୍ମୀଧର ଦାସ  କ୍ଷମତାର ଦୂରପଯୋଗ କରି ସରକାରୀ ଅର୍ଥରେ ନିଜ ବ୍ୟକ୍ତିଗତ ଜାଗାରେ ରାସ୍ତା ନିର୍ମାଣ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବ୍ଲକକୁ ଆସୁଥିବା ଟଙ୍କା ହଡପ କରୁଛନ୍ତି ।

ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେଥିପାଇଁ ଏହାକୁ ବିରୋଧ କରି ଶତାଧିକ ବିଜେପି କର୍ମୀ ଆଜି ବସ୍ତା ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top