X
Breaking News
  • ରାଜ୍ୟର ୬୩ କେନ୍ଦ୍ରରେ ଏକାସମୟରେ ଚାଲିଛି ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ଚାଲିଛି ଗଣତି
  • ଆରମ୍ଭ ହେଲା ଭୋଟ୍‌ ଗଣତି
ମନୋରଞ୍ଜନ

ପରଦାରେ ନ୍ୟୁଡ ସିନ୍ ଦେଇ ଇଣ୍ଡଷ୍ଟ୍ରିରେ ହଲଚଲ୍ ମଚାଇଦେଇଥିଲେ ଏହିସବୁ ଅଭିନେତ୍ରୀ

radhika

ମୁମ୍ବାଇ: ଫିଲ୍ମରେ ନ୍ୟୁଡ ସିନ୍ କଥା ଉଠିଲେ ହଲିଉଡ ସିନେମା କଥା ମନେପଡିଥାଏ । କିନ୍ତୁ ଏବେ ଏହି ମାମଲାରେ ହଲିୁଡକୁ ଟକ୍କର ଦେବା ଆରମ୍ଭ କରିଦେଇଛି ବଲିଉଡ । ଟପ୍‌ ଲେସ ଓ ବୋଲ୍ଡସିନ୍ କରିବାରେ ବଲିଉଡ ଏବେ ଆଉ ପଛରେ ନାହିଁ । ତେବେ ଆଜି ଆମେ ଜାଣିବା କେଉଁ ଅଭିନେତ୍ରୀ ବୋଲ୍ଡ ସିନ୍ କରି ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

sharlin

ଇଣ୍ଟରନେଟରେ ନିଜର ବୋଲ୍ଡ ଫଟୋ ଅପଲୋଡ କରି ଚର୍ଚ୍ଚାରେ ଅଛନ୍ତି ଶର୍ଲିନ୍ ଚୋପ୍ରା । ଫିଲ୍ମ କାମସୂତ୍ରରେ ତାଙ୍କର ନ୍ୟୁଡ୍ ସିନ ବଲିଉଡରେ ଚହଳ ପକାଇଥିଲା ।

Sunny

Courtesy: http://zeenews.india.com

ବଲିଉଡର ବେବି ଡଲ ସନି ଲିୟୋନୀ ଆଡଲ୍ଟ ଫିଲ୍ମର ଷ୍ଟାର । କିନ୍ତୁ ରାଗିନୀ ଏମଏମଏସ 2ରେ ନ୍ୟୁଡ ସିନ ଦେଇ ସେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ।

ଏହି ତାଲିକାରେ ଅଭିନେତ୍ରୀ ପୁନମ ପାଣ୍ଡେ ମଧ୍ୟ ପଛରେ ନାହାନ୍ତି ।ସବୁବେଳେ ନୂଆ ନୂଆ ବୋଲ୍ଡ ଫଟୋ ସେୟାର କରି ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନଶା ଫିଲ୍ମରେ ସେ ଏକଦମ୍ ନ୍ୟୁଡ୍ ସିନ୍ ଦେଇ ଚର୍ଚ୍ଚାରେ ଅଛନ୍ତି ।

ଅଭିନେତ୍ରୀ କଲକି କୋଚଲିନ୍ ସବୁବେଳେ ନିଜର ବିନ୍ଦରସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାଆନ୍ତି । ତେବେ ଫିଲ୍ମ ‘Margarita With A Straw’ ରେ ନ୍ୟୁଡ ସିନ୍ ଦେଇ ସେ ଚର୍ଚ୍ଚାରେ ଥିଲେ ।

ସେହିପରି 2005ରେ ରିଲିଜ୍ ହୋଇଥିବା ଫିଲ୍ମ ସିଙ୍ଗରେ ସୀମା ରହମାନୀ ନ୍ୟୁଡ୍ ସିନ୍ ଦେଇ ହଲଚଲ ମଚାଇଦେଇଥିଲେ ।

ଏହିଭଳି ଆଉଜଣେ ଅଭିନେତ୍ରୀ ହେଉଛନ୍ତି ରାଧିକା ଆପତେ । ସେ ମଧ୍ୟ ଏଭଳି କିଛି ଦୃଶ୍ୟ କରି ଚର୍ଚ୍ଚାରେ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top