X
Breaking News
ରାଜ୍ୟ

ଚଳନ୍ତା କାର୍‌ରେ ଲାଗିଲା ନିଆଁ

ଭଦ୍ରକ:  16ନଂ ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ପୁରିପଡା ଛକ ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । କାରଟି ଷଠିପୁରରୁ ଭଦ୍ରକ ଆସୁଥିଲା ବୋଲି ମଧ୍ୟ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top