ଦେଶ

ଏବେ ୮ଘଣ୍ଟା ପରିବର୍ତ୍ତେ ୯ଘଣ୍ଟା କାର୍ଯ୍ୟ କରିବେ ସରକାରୀ କର୍ମଚାରୀ

employee

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କ କାମ କରିବାର ସମୟ ବଢାଯାଇଛି । 8 ଘଣ୍ଟା ପରିବର୍ତ୍ତେ ଏବେ କର୍ମଚାରୀମାନେ 9 ଘଣ୍ଟା କାମ କରିବାକୁ ପଡିବ । ଏଥିପାଇଁ ସରକାର ବହୁ ଶିଘ୍ର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ବେଜ୍‌ କୋଡ ରୁଲର ନିର୍ଦ୍ଦେଶନାମା ମଧ୍ୟ ପ୍ରସ୍ତୁତ ଅଛି ।

ଏଥିରେ ସରକାରୀ କର୍ମଚାରୀମାନଙ୍କ କାମ କରିବାର ସମୟକୁ ଏକ ଘଣ୍ଟା ବୃଦ୍ଧି କରିବା ପାଇଁ ସୁପାରିସ୍‌ କରାଯାଇଛି । ଏଠି କହି ରଖୁଛୁ ଯେ, ବର୍ତ୍ତମାନ ସମୟ 8 ଘଣ୍ଟାର କାର୍ଯ୍ୟବିଧିର ନିୟମ ଅନୁସୋରେ 26 ଦିନ କାର୍ଯ୍ୟ ପରେ ଦରମା ନିଷ୍ପତ୍ତି ହୋଇଥାଏ । ତେବେ ଏହି ସୁପାରିସ୍‌ ପତ୍ରରେ ରାଷ୍ଟ୍ରୀୟ ନ୍ୟୁନତମ ଦରମାର ଘୋଷଣା ଶାମିଲ ହୋଇ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top