ଦେଶ

ପ୍ଲାଷ୍ଟିକ୍‌ ଫ୍ରି କ୍ୟାମ୍ପେନ୍‌ ପାଇଁ ଆହ୍ୱାନ୍‌ ଦେଲେ ଚିଫ୍‌ ଇଲେକ୍ସନ୍‌ କମିଶନର ସୁନିଲ ଆରୋରା

Sunil Arora

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍‌ ଫ୍ରି କ୍ୟାମ୍ପେନ୍‌ କରିବାକୁ ଆହ୍ୱାନ୍‌ ଦେଲେ ଚିଫ୍‌ ଇଲେକ୍ସନ୍‌ କମିଶନର ସୁନିଲ ଆରୋରା । ଆସନ୍ତା ଅକ୍ଟୋବର 21ରେ ସାରା ଦେଶରେ 64ଟି ସ୍ଥାନରେ ହେବ ନିର୍ବାଚନ-ଉପନିର୍ବାଚନ । ତେବେ ଏହି ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ନିଜ  କ୍ୟାମ୍ପେନ୍‌ ସମୟୋରେ ପ୍ଲାଷ୍ଟିକ୍‌ କିମ୍ବା ପଲିଥିନ ବ୍ୟବହାର କରିବାକୁ ବାରଣ କରିଛନ୍ତି ଚିଫ୍‌ ଇଲେକ୍ସନ କମିଶନର । ପରିବେଶ ଓ ପ୍ରାକୃତିକ ସମ୍ପଦ ପାଇଁ ବିଶେଷ ଯତ୍ନବାନ୍‌ ହେବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ସୁନିଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top