ଦେଶ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବମ୍‌ରେ ଉଡାଇ ଦେବା ପାଇଁ ଧମକ୍ ‌! ଥାନାରେ ରୁଜୁ ହେଲା ଏଫଆଇଆର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବମ୍‌ରେ ଉଡାଇ ଦେବା ପାଇଁ ଧମକ୍‌ ମିଳିଛି । ଏନେଇ ଗୋମତୀ ନଗର ପୋଲିସ୍‌ ଷ୍ଟେସନ୍‌ରେ ଏକ ରିପୋର୍ଟ ଦିଆଯାଇଛି । ଖବରଟି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଶୁକ୍ରବାର ସକାଳେ ବମ୍‌ରେ ଉଡାଇ ଦେବାର ଧମକ୍‌ର ଏକ ମ୍ୟାସେଜ୍‌ ମିଳିଛି ।  କୌଣସି ବ୍ୟକ୍ତି 112ରେ ସୋସିଆଲ ମିଡିଆ ଡେସ୍କର ଓ୍ୱାଟସଆପରେ ଧମକ୍‌ ଭରା ମ୍ୟାସେଜ୍‌ ପାଇଁ ଆତଙ୍କ ଖେଳିଯାଇଛି ।  ଉକ୍ତ ମ୍ୟାସେଜ୍‌ରେ ସିଏମ୍‌ ଯୋଗୀଙ୍କୁ ଏକ ସ୍ୱତନ୍ତ୍ର ସମୁଦାୟ ପାଇଁ ବିପଦ ଦର୍ଶାଇ ଏହି ଧମକ୍‌ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top