ଦେଶ

ନାଗରିକତା ସଂଶୋଧନ ବିଲ୍‌କୁ ମୋଦି କ୍ୟାବିନେଟ୍‌ର ମଞ୍ଜୁରୀ, ସଂସଦରେ ହୋଇପାରେ ଉପସ୍ଥାପନ

Modi-AMit-Shah

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ହଟିବା ପରେ ମୋଦି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି କ୍ୟାବିନେଟ ବୁଧବାର ଦିନ ନାଗରିକତା ସଂଶୋଧନ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହାପରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ଏହି ବିଲକୁ ନେଇ ବିରୋଧିଦଳର କିଛି ସଦସ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି ।  ସଂସଦ ଭବନରେ ହୋଇଥିବା ବୈଠକର ମଞ୍ଜୁରୀ ପରେ ଏବେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top