X
Breaking News
ନ୍ୟୁଜ୍

ନବୀନଙ୍କ ଥଇଥାନ ତାଲିକାରେ ଅନୁଭବ-ଆକାଶ-ଶ୍ରୀମୟୀ-ପ୍ରିୟଦର୍ଶୀ

Naveen patnaik

ଭୁବନେଶ୍ୱର: ନବୀନଙ୍କ ଥଇଥାନ ଯୋଜନାରେ ସାମିଲ ହେଲେ ଅନେକ ବଡ଼ ବଡ଼ ନେତା । ଗତ ସାଧାରଣ ନିର୍ବାଚନ ବେଳେ ବିଜେଡିରେ ଟିକେଟ ବଣ୍ଟନକୁ ଅସନ୍ତୋଷ ତେଜିଥିଲା । ସେତେବେଳେ ଦଳ ମୁଖିଆ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦଳ ମଧ୍ୟରେ ଧିରେ ଧିରେ ଅସନ୍ତୋଷ ତେଜୁଥିବା ଲକ୍ଷ କରିବା ପରେ ଏବେ ନେତାଙ୍କୁ ଥଇଥାନ କରିଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରି ନେତାଙ୍କୁ ସନ୍ତୁଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  1. ଲେନିନ୍‌ ମହାନ୍ତି- ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ
  2. ସୁଜିତ କୁମାର- ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶଦାତା
  3. ଅନୁଭବ ପଟ୍ଟନାୟକ- ET ଓ IT ବିଭାଗ ପରାମର୍ଶଦାତା
  4. କୃତିବାସ ପାତ୍ର – କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପରାମର୍ଶଦାତା
  5. ଉତ୍କଳ କେଶରୀ ପରିଡ଼ା- ଚିଲିକା ଉନ୍ନୟନ ପ୍ରାଧୀକରଣ ପରାମର୍ଶଦାତା
  6. ଦେବାଶୀଷ ଘୋଷ- OFDC ପରାମର୍ଶଦାତା
  7. ସୁଲତା ଦେଓ- ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା
  8. ଜନ୍ମେଜୟ ଲେଙ୍କା-  ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପରାମର୍ଶଦାତା
  9. ରାମଚନ୍ଦ୍ର ପଣ୍ଡା- ଓଡ଼ିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା
  10. ଦେବାଶିଷ ମହାନ୍ତି- ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ
  11. ଇଶ୍ୱର ପାଣିଗ୍ରାହୀ- ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ
  12. ପ୍ରଭାଦିତ୍ୟ ମିଶ୍ର- ଅଧ୍ୟକ୍ଷ APICOL
  13. ଅନୁପ ସାଏ- ପଣ୍ୟାଗାର ନିଗମ ଅଧ୍ୟକ୍ଷ
  14. ଅସିତ ପଟ୍ଟନାୟକ- ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ
  15. ଅମରେନ୍ଦ୍ର ଦାସ- କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ
  16. ଳୁଲୁ ଅମାତ- ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ
  17. ଚିନ୍ମୟ ସାହୁ- କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ
  18. ଶ୍ରୀମୟୀ ମିଶ୍ର- ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା
  19. ଅମରେଶ ପତ୍ରୀ- ଉଠା ଜଳସେଚନ ନିଗମ ଅଧ୍ୟକ୍ଷ
  20. ବିଜୟ କୁମାର ନାୟକ- ରାଜ୍ୟ ଯୁବ ବିକାଶ ନିଗମ ଅଧ୍ୟକ୍ଷ
  21. ପ୍ରିୟଦର୍ଶୀ ମିଶ୍ର- ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ
  22. ସୁବାସ ସିଂହ- ନିର୍ମାଣ ଶ୍ରମିକ ନିଗମ ଅଧ୍ୟକ୍ଷ
  23. ସଞ୍ଜିବ ପାଇକ୍‌ରାଏ- ଓଡ଼ିଶା ଖଦି ବୋର୍ଡ ଅଧ୍ୟକ୍ଷ
  24. ସୁଧୀର ଦାସ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା
  25. ଡଃ. ଦିଲିପ୍‌ ତୀର୍କୀ- ଓଡ଼ିଶା ହକି ପ୍ରସାର ପରିଷଦ ଅଧ୍ୟକ୍ଷ
  26. ମାନସ ମଡକାମୀ- ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ
  27. ବିନୟ ତପୋ- ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ
  28. ସୁସ୍ମିତା ବାଗ୍‌ଚି- ମୋ’ ସ୍କୁଲ ଅଧ୍ୟକ୍ଷ
  29. ଆକାଶ ଦାଶ ନାୟକ- ମୋ’ କଲେଜ ଅଧ୍ୟକ୍ଷ
  30. ସତ୍ୟବ୍ରତ ତ୍ରିପାଠୀ-ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ
  31. ପୁଷ୍ପେନ୍ଦ୍ର ସିଂହଦେଓ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ
  32. ସୁଲୋଚନା ଦାସ- ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା
  33. ଲୋପାମୁଦ୍ରା ବକ୍ସିପାତ୍ର- ମିସନ ଶକ୍ତି ପରାମର୍ଶଦାତା
  34. ମିନତି ବେହେରା- ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା
  35. କସ୍ତୁରୀ ମହାପାତ୍ର- ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା
Click to comment

Leave a Reply

Your email address will not be published. Required fields are marked *

Most Popular

To Top