ନ୍ୟୁଜ୍

ଚଳିତ ବର୍ଷ ରଥଯାତ୍ରା ସଫଳ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ସିଏମ ନବୀନ  

ଭୁବନେଶ୍ୱର:  ଚଳିତ ବର୍ଷ ରଥଯାତ୍ରା ସଫଳ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କହିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ଘେନି ଶ୍ରୀମନ୍ଦିର ଫେରିଛନ୍ତି । ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନର ପୂର୍ଣ୍ଣ ସହଯୋଗ ପାଇଁ  ଓଡିବାସୀଙ୍କୁ ଧନ୍ୟବାଦ  ଜଣାଇଲେ ନବୀନ। ସଫଳତାର ସହ ଅନୁଷ୍ଠିତ ହୋଇଛି ।

<

/p>

ସରକାର, ମନ୍ଦିର ପ୍ରଶାସନ ଓ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ ।  ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ପୁରୀରେ ରଥଯାତ୍ରା ହୋଇଛି  ।   ମହାପ୍ରଭୁ ବଡ଼ଦେଉଳୁ ବାହାରି ରଥ ଚଢ଼ି ଗୁଣ୍ଡିଚା ମନ୍ଦିର ଗଲେ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ପୁଣି ବାହୁଡ଼ିଲେ ନୀଳମଣି । ଏସମସ୍ତ ପ୍ରକ୍ରିୟା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା

Click to comment

Leave a Reply

Your email address will not be published. Required fields are marked *

Most Popular

To Top