ନ୍ୟୁଜ୍

ଅନୁଗୁଳ: ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ

Cold Wave

ଅନୁଗୁଳ: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଘନକୁହୁଡ଼ି ଆଚ୍ଛାଦିତ କରି ରଖିଛି ସମଗ୍ର ରାଜ୍ୟକୁ । ଲଗାତାର ଭାବେ ଆଜି ମଧ୍ୟ ଅନୁଗୁଳରେ କୁହୁଡି ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡିର ପ୍ରଭାବ ସ୍ଥାନରେ ଦେଖିବାକୁ ମିଳିଛି ।

ସକାଳୁ ସମଗ୍ର ଅଞ୍ଚଳକୁ ଧଳା ଚାଦର ଘୋଡାଇ ରଖୁଥିବାରୁ ଜୀବନ ଯାତ୍ରା ଏକ ପ୍ରକାର ବାଧାପ୍ରାତ ହେଉଥିବା ପରିଲକ୍ଷିତ ହୋଇଛି । ରାସ୍ତାରେ ଯିବା ଆସିବା କଷ୍ଟ ସାଧ୍ୟ ହେଉଥିବାବେଳେ ବିଶେଷଭାବେ ଗାଡି ଚଳାଚଳରେ ଚାଳକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ମାତ୍ର କିଛି ମିଟର ବ୍ୟବଧାନରେ ରାସ୍ତା ଦୁର୍ଶ୍ୱମାନ ହେଉ ନଥିବାରୁ ଗାଡିର ଲାଇଟ ଲଗାଇ ସତର୍କତାର ସହ ଗାଡି ଚଳାଚଳ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top