ନ୍ୟୁଜ୍

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୩ ଘଣ୍ଟିଆ ଧାରଣା

Strike

ଅନୁଗୁଳ: ଅନୁଗୁଳ ଜିଲ୍ଲା ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୩ଘଣ୍ଟିଆ ଧାରଣା। କଲେଜରେ ୬୦ ଅଧ୍ୟାପକ ବଦଳରେ ୨୨ ଅଧ୍ୟାପକ ଥିବାରୁ କଲେଜର ସ୍ଵୟଂଶାସିତ ମାନ୍ୟତାକୁ ରଦ୍ଦ କରାଯିବ ବୋଲି ଆଜି UGC ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ତିମିରକୁ ଚାଲିଯିବା ଆଶଙ୍କାରେ କଲେଜ ଆଗରେ ୩ଘଣ୍ଟା କାଳ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଅଭିଯୋଗ ସରକାରଙ୍କୁ ଅବଗତ କରାଇବା ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top