ଦେଶ

ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, 13 ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା। ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ଏନେଇ ସୂଚନା ମିଳିଛି।

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ହଜାର ପାର କଲାଣି। ଗତ ମେ 28 ରୁ 31 ତାରିଖ ମଧ୍ୟରେ ଦିଲ୍ଲୀରେ ଲଗାତର ଏକ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ଦିଲ୍ଲୀରେ 20 ହଜାର 834 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 523 ଜଣ ମୃତ୍ୟୁବରଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top