ନ୍ୟୁଜ୍

ବିଏମସିକୁ ଡେଇଁଲା କରୋନା, ସିଲ ହେଲା ବିଭାଗ

ଭୁବନେଶ୍ୱର: ବିଡ଼ିଏ ପରେ ବିଏମସିକୁ ଡେଇଁଲା କୋରୋନା । ବିଏମସି ର 3 କର୍ମଚାରୀଙ୍କୁ କରୋନା ପଜିଟିଭ୍‌ ।  ପୂର୍ବରୁ ବିଡ଼ିଏ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ବିଏମସି କାର୍ଯ୍ୟାଳୟର ଯାନ୍ତ୍ରିକ ବିଭାଗର ଦୁଇ ଜଣ ଇଂଜିନିୟରଙ୍କ ସମେତ ଜଣେ ଡ୍ରାଇଭର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ସଂମ୍ପୂର୍ଣ ବିଭାଗକୁ ସାନିଟାଇଜ କରାଯାଇ ସିଲ୍ କରାଯାଇଛି ଏବଂ ଏହି ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୟାରେଣ୍ଟାଇନରେ ପଠାଯାଇଛି। ସେପଟେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ନେଇ ମିଳିଛି ସୂଚନା ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top