ଦେଶ

ବିଶ୍ଵରେ କୋରୋନା ମୃତକଙ୍କ ସଂଖ୍ୟା 3 ଲକ୍ଷ 12 ହଜାର 385କୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ମହାମାରୀ କୋରୋନା ଭୂତାଣୁ। ବିଶ୍ଵବ୍ୟାପି ସଂକ୍ରମିତ ହୋଇଥିବା ଏହି ଭୂତାଣୁ ପ୍ରକୋପରେ ଏଯାଏଁ 3 ଲକ୍ଷ 12 ହଜାର 385 ଜଣ ଲୋକ ମୃତ୍ୟୁବରଣ କଲେଣି। ବିଶ୍ଵରେ ସମୁଦାୟ 213ଟି ଦେଶକୁ ବ୍ୟାପିଛି ଏହି ମହାମାରୀ। ତେବେ ଏଯାଏଁ ଏହି ଭୂତାଣୁ କବଳରୁ ୧୮ ଲକ୍ଷ ୧୦ ହଜାର ୭୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୫ ଳକ୍ଷ ୯୪ ହଜାର ୫୨୯ ।

ଆମେରିକାରେ ସ୍ଥିତି ଜଟିଳ ରହିଛି। ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 88 ହଜାର 596 ଛୁଇଁଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର 237 ଜଣ ପ୍ରାଣ ହରାଇଛନ୍ତି।

କେଉଁ ଦେଶରେ କେତେ କରୋନା ସଂକ୍ରମିତ ଜାଣନ୍ତୁ-

ସ୍ପେନ: ୨ ଲକ୍ଷ ୭୬ ହଜାର ୫୦୫ ସଂକ୍ରମିତ, ୨୭ ହଜାର ୫୬୩ ମୃତ

ଋଷିଆ: ୨ ଲକ୍ଷ ୭୨ ହଜାର ୪୩ ସଂକ୍ରମିତ, ୨ ହଜାର ୫୩୭ ଜଣ ମୃତ

ବ୍ରିଟେନ: ୨ ଲକ୍ଷ ୪୦ ହଜାର ୧୬୧ ସଂକ୍ରମିତ, ୩୪ ହଜାର ୪୬୬ ଜଣ ମୃତ

ବ୍ରାଜିଲ: ୨ ଲକ୍ଷ ୩୩ ହଜାର ୨୨୩ ସଂକ୍ରମିତ, ୧୫ ହଜାର ୬୩୩ ମୃତ

ଇଟାଲୀ: ୨ ଲକ୍ଷ ୨୪ ହଜାର ୭୬୦ ସଂକ୍ରମିତ, ୩୧ ହଜାର ୭୬୩ ମୃତ

ଫ୍ରାନ୍ସ: ୧ ଲକ୍ଷ ୭୯ ହଜାର ୩୬୫ ସଂକ୍ରମିତ, ୨୭ ହଜାର ୬୩୫ ଜଣ ମୃତ

ଜର୍ମାନୀ: ୧ ଲକ୍ଷ ୭୬ ହଜାର ୨୪୭ ଜଣ ସଂକ୍ରମିତ, ୮ ହଜାର ୨୭ ମୃତ

ତୁର୍କୀ: ୧ ଲକ୍ଷ ୪୮ ହଜାର ୬୭ ସଂକ୍ରମିତ, ୪ ହଜାର ୯୬ ଜଣ ମୃତ

ଇରାନ: ୧ ଲକ୍ଷ ୧୮ ହଜାର ୩୯୨ ସଂକ୍ରମିତ, ୬ ହଜାର ୯୩୭

Click to comment

Leave a Reply

Your email address will not be published. Required fields are marked *

Most Popular

To Top