ଦେଶ

ବିଶ୍ଵରେ କୋରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 20 ହଜାର 125କୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ହୁ ହୁ ହୋଇ ବଢୁଛି ମହାମାରୀ କୋରୋନା ଭୂତାଣୁ। ସାରା ବିଶ୍ଵରେଏହି ମହାମାରୀରେ 48 ଲକ୍ଷ 90 ହଜାର 664 ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଲକ୍ଷ 20 ହଜାର 125 ଜଣ ପ୍ରାଣ ହରାଇଲେଣି ଓ 19 ଲକ୍ଷ 7 ହଜାର 323 ଜଣ ସୁସ୍ଥ ହେଲେଣି। ତେବେ ସମୁଦାୟ 213ଟି ଦେଶକୁ ବ୍ୟାପିଥିବା ଏହି ମହାମାରୀ ଏବେ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସବୁଠାରୁ ଆମେରିକାର ସ୍ଥିତି ଜଟିଳ ରହିଛି। ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 15 ଲକ୍ଷ 50 ହଜାର 110 ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 91 ହଜାର 981 ଛୁଇଁଲା।

ସେହିପରି ସ୍ପେନ: 2 ଲକ୍ଷ 78 ହଜାର 188 ସଂକ୍ରମିତ, 27 ହଜାର 709 ମୃତ

ବ୍ରାଜିଲ: 2 ଲକ୍ଷ 55 ହଜାର 368 ସଂକ୍ରମିତ, 16 ହଜାର 853 ମୃତ

ବ୍ରିଟେନ: 9 ଲକ୍ଷ 46 ହଜାର 406 ସଂକ୍ରମିତ, 34 ହଜାର 796 ଜଣ ମୃତ

ଇଟାଲୀ: 2 ଲକ୍ଷ 25 ହଜାର 886 ସଂକ୍ରମିତ, 32 ହଜାର 7 ମୃତ

ଫ୍ରାନ୍ସ: 1 ଲକ୍ଷ 79 ହଜାର 927 ସଂକ୍ରମିତ, 28 ହଜାର 239 ଜଣ ମୃତ

ଜର୍ମାନୀ: 1 ଲକ୍ଷ 77 ହଜାର 289 ଜଣ ସଂକ୍ରମିତ, 8 ହଜାର 123 ମୃତ

ତୁର୍କୀ: 1 ଲକ୍ଷ 50 ହଜାର 593 ସଂକ୍ରମିତ, 4 ହଜାର 171 ଜଣ ମୃତ

ଇରାନ: 1 ଲକ୍ଷ 22 ହଜାର 492 ସଂକ୍ରମିତ, 7 ହଜାର 57 ଜଣ ମୃତ

Click to comment

Leave a Reply

Your email address will not be published. Required fields are marked *

Most Popular

To Top