ଦେଶ

କରୋନାରେ ଲାଗୁନି ବ୍ରେକ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ପାର

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୪୮୦୪୦ ଜଣ ମୃତ୍ୟୁବରଣ କରିଛନ୍ତି । ୧୭୫୧୫୫୫ ଜଣ ସୁସ୍ଥ ହୋଇଥିବାବେଳେ ୬୬୧୫୯୫ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ୯୦୭୮୦,  ଆସାମରେ ୨୨୨୪୩,  ବିହାର ରେ ମଧ୍ୟ ୩୧୪୮୩ ଏଭଳି ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଠିକ୍‌ ସେହିପରି ଦେଶରେ ୪୮୦୪୦ ଜଣ ମୃତ୍ୟୁବରଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top