ନ୍ୟୁଜ୍

ସୁସ୍ଥ ହେଲେ ଆଉ 80 ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର ସୁସ୍ଥ ହେଲେ ଆଉ 80 ଜଣ କରୋନା ଆକ୍ରାନ୍ତ  । ଏଥିସହ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା 1325ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀରୁ 17, କେନ୍ଦ୍ରାପଡାରୁ 16, ମାଲକାନଗିରୀରୁ 16, କଟକରୁ 7, ନୟାଗଡ, ସୋନପୁର, ସୁନ୍ଦରଗଡ, କେଉଁଝର ଏବଂ ଝାରସୁଗୁଡାରୁ 3 ଲେଖା, ଗଞ୍ଜାମ, କନ୍ଧମାଳ  ଏବଂ ଖୋର୍ଦ୍ଧାରୁ 2 ଲେଖା କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top