ନ୍ୟୁଜ୍

ଆଜି ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ୍ ଚିହ୍ନଟ

 ଅର୍ଗସ ବ୍ୟୁରୋ : ରାଜ୍ୟରେ ବିସ୍ଫୋଟକ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 37, 681 କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 889ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ 595 ଜଣ ସ୍ଥାନୀୟ ସଂକ୍ରମିତ। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top