ଦେଶ

ଆଜି ଆର୍ଥିକ ପ୍ୟାକେଜ୍‌ ଉପରେ ପ୍ରେସ୍‌ କନଫରେନ୍ସ କରିବେ RBI ଗଭର୍ଣ୍ଣର, କରିପାରନ୍ତି ବଡ଼ ଘୋଷଣା !

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜ୍‌ କୁ ନେଇ ଆଜି ପ୍ରେସ୍‌ କନଫରେନ୍ସ କରିବେ ଆରବିଆଇ ଗଭର୍ଣ୍ଣର । ବଡ଼ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।  କୋରୋନା ସଙ୍କଟକୁ ନଜରରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା 21 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି ପ୍ୟାକେଜ୍‌କୁ ନେଇ ଆରବିଆଇ ଗଭର୍ଣ୍ଣର  ଶକ୍ତିକାନ୍ତ ଦାସଙ୍କ ତରପରୁ  ଆଜି ପ୍ରେସ କନଫରେନ୍ସ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top