ନ୍ୟୁଜ୍

ଆଜି ପୁଣି ଆଉ ୯ ମୁଣ୍ଡ ନେଲା ମହାମାରୀ କରୋନା

corona

ଭୁବନେଶ୍ୱର: ପ୍ରତ୍ୟେକ  ଦିନ ରାଜ୍ୟରେ ଆକ୍ରାନ୍ତ ଏବଂ କରୋନା ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି  ଆଉ ୯ ମୁଣ୍ଡ ନେଇଛି ମହାମାରୀ  କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ ରେ ପହଞ୍ଚି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ  ସର୍ବାଧିକ ୬ ଜଣ ଥିବା ଜଣାଯାଇଛି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top