ଅପରାଧ

ପୂର୍ବ ଶତୃତାକୁ କେନ୍ଦ୍ରକରି ଗୋଡ଼ାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

କଣାସ: ପୂର୍ବ ଶତୃତାକୁ କେନ୍ଦ୍ରକରୀ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ ।  ବିଳମ୍ବିତ ରାତିରେ କଣାସ ବଜାର 4 ଜଣଙ୍କୁ ଗୋଡ଼ାଇ  ହାଣିଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ 4 ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ  କଣାସ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ କଣାସ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ରାଜନୈତିକ ବିବାଦ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ କଣାସ ବ୍ଲକରେ ବାରମ୍ବାର ରାଜନୈତିକ ସତୃତାକୁ ନେଇ ଆକ୍ରମଣ ହେଉଛି। ଅସାନ୍ତ ହୋଇପଡିଛି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top