ଖେଳ

CWC 2019: ରୋହିତଙ୍କ ଦମଦାର ଅର୍ଦ୍ଧଶତକ

ମାଞ୍ଚେଷ୍ଟର: ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ଦମଦାର ଆରମ୍ଭ ।ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ । ଆଜି ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ରୋହିତ୍ ମାତ୍ର ୩୪ ବଲରେ ୫୦ ରନ୍  କରିଛନ୍ତି । ସେ ନିଜର ଏହି ଇନିଂସ୍ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଛନ୍ତି ।

ଅନ୍ୟପଟେ ରୋହିତଙ୍କ ସାଥ୍ ଦେଇଛନ୍ତି ଲୋକେଶ ରାହୁଲ୍ । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୩ ଓଭରରେ ବିନା ୱିକେଟ୍ ହରାଇ ୮୦ ରନ୍ କରିଛି । ରାହୁଲ୍ ୨୮ ଓ ରୋହିତ୍ ୫୦ ରନ୍ କରି ବ୍ୟାଟିଂ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top