ନ୍ୟୁଜ୍

ରାଜ୍ୟରେ କରୋନା ବୃଦ୍ଧି ପାଇଁ ବିଜେଡ଼ିକୁ ଟାର୍ଗେଟ କଲେ ଦେବାଶିଷ

congress

ଭୁବନେଶ୍ୱର:  କୋଭିଡ଼ ନିୟମ ଉଲଘଂନକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ କରୋନା ବୃଦ୍ଧି ପାଇଁ ବିଜେଡ଼ିକୁ ଟାର୍ଗେଟ କଲେ ଦେବାଶିଷ । କହିଲେ ବିଜେଡି ନେତା ହେଉଛନ୍ତି ସୁପର ସ୍ପ୍ରେଡର । ମୋର ସାଥୀ ବିଜେଡ଼ି ନେତାମାନେ କହୁଛନ୍ତି, ଗଂଜାମରେ ଘରେ ଘରେ ଟେଷ୍ଟ ହେଲେ ୫୦ପ୍ରତିଶତ କରୋନା ରୋଗୀ ବାହାରିବେ ।

ତାହାର ଅର୍ଥ ସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ସରକାର ଜଲଦି ବନ୍ଧ ବାନ୍ଧନ୍ତୁ, ନହେଲେ ସମସ୍ୟା ବିଗିଡିଯିବ । ବିଜେଡି ନେତା କୋଭିଡ ଆଇନ ଭାଙ୍ଗୁଛନ୍ତି । ତାଙ୍କୁ ସାହାଯ୍ୟ କରୁଛନ୍ତି ତଳିଆ ଅଫିସର । ତଳିଆ କର୍ମଚାରୀ ଲକଡାଉନ୍ ସମୟରେ ଜୀବନ ବଞ୍ଚାଇବା ସ୍ଥାନରେ ନିଜ ଚାକିରୀ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଏହାସହ ସେ ଏହା ମଧ୍ୟ କରିଛନ୍ତି କରୋନା ମୁକାବିଲା କରିବା ପାଇଁ ଠୋସ ପଦକ୍ଷେପ ନିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top