ଦେଶ

ଜାତୀୟ ଯୁଦ୍ଧ ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସକୁ 21 ବର୍ଷ ପୂରିଛି। ସାରା ଦେଶ ଆଜି ବୀର ଯବାନ ଙ୍କୁ ମନେ ପକାଉଛି। ଏହି ଅବସରରେ ସମଗ୍ର ଦେଶ ସହିଦ ମାନଙ୍କୁ ପ୍ରଣାମ କରୁଛି। ଦିଲ୍ଲୀର ଯୁଦ୍ଧ ମେମୋରିଆଲରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସକାଳ 9 ଟାରେ ପହଞ୍ଚି ଶହୀଦମାନଙ୍କୁ ଶ୍ରନ୍ଧଞ୍ଜଳି ଜଣାଇବା ସହ ବୀର ମାନଙ୍କୁ ପ୍ରଣାମ କରିଛନ୍ତି। 1999 ରେ, ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନ ସହିତ ହୋଇଥିବା ଯୁଦ୍ଧରେ ଭାରତୀୟ ସେନା ଅହେତୁକ ସାହସିକତା ପ୍ରଦର୍ଶନ କରିଥିଲା ​​ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top