ଦେଶ

ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଢ଼ିବେ କେଜ୍ରିଓ୍ୱାଲ…

Arvind_Kejriwal

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । କଂଗ୍ରେସ, ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଆରମ୍ଭ ହୋଇସାରିଲାଣି ସଜବାଜ । କଂଗ୍ରେସ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଆପ୍‌ ପକ୍ଷରୁ ନୂଆଦିଲ୍ଲୀ ବିଧାନସଭା ଆସନରୁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ପ୍ରାର୍ଥୀ ହେବେ ବୋଲି ପ୍ରକାର ସ୍ପଷ୍ଟ ହୋଇସାରିଛି । ଏନେଇ ମଙ୍ଗଳବାର ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୭୦ ଜଣଙ୍କ ନାମ ଓ ଆସନ ଘୋଷଣା କରାଯାଇଛି । ଦଳ ପକ୍ଷରୁ ଚଳିତଥର ୯ଜଣ ନୂତନ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top