ଦେଶ

ଦ୍ୱାରକାରେ ରାବଣକୁ ପୋଡିବେ ପିଏମ ମୋଦି

modi

ନୂଆଦିଲ୍ଲୀ: ଦିଲ୍ଳୀର ଦ୍ୱାରକାରେ ରାବଣ ପୋଡି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱାରକାରେ ଶ୍ରୀ ରାମଲୀଳା ସୋସାଇଟ୍‌ ତରଫରୁ ଚାଲୁଥିବା  ରାମଲୀଳାକୁ ଦେଖିବାକୁ ମୋଦି ଯିବେ । ଏନେଇ ଶନିବାର ଦିନ ବରିଷ୍ଠ ପୋଲିସ୍‌ ଅଧିକାରୀ ଏବଂ ଏସପୀଜୀ ଅଧିକାରୀ ରାମଲୀଳା ମୈଦାନକୁ ତଦାରଖ କରିଛନ୍ତି ।

ସୋସାଟ୍‌ର  ସଂରକ୍ଷକ ରାଜେଶ ଗହଲୋତ କହିଛନ୍ତି ଯେ, 8 ଅକ୍ଟୋବରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମାଦି ରାମଲୀଳା  ଦେଖିବାକୁ ଆସିବେ ।  ଏଥିସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ରାମଲୀଳା କାର୍ଯ୍ୟକ୍ରମରେ ଯୋଗ ଦେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top