ଦେଶ

ଏକ କିଲୋ ଚିକେନ୍‌କୁ ୪ ଟଙ୍କା, କୋରୋନା ଭୟରେ ଚିକେନ୍‌ ଖାଇବା ଛାଡିଲେ ଲୋକେ

ଚଣ୍ଡିଗଡ:  ହରିୟାଣାର ଚଣ୍ଡିଗଡରେ ଏକ କିଲୋ ଚିକେନ୍‌କୁ 4 ଟଙ୍କା ।  କୋରୋନା ଭାଇରସ୍‌ର ପ୍ରଭାବରେ ଚିକେନ୍‌ର ବିକ୍ରିରେ  80 ପ୍ରତିଶତ  ପର୍ଯ୍ୟନ୍ତ କମିଥିବାବେଳେ ଅଣ୍ଡା ଦାମ୍‌ରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହି ସମ୍ବନ୍ଧରେ ଗତ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଡଭାଇଜରି ଜାରି କରି ଚିକେନ୍‌ ଓ ଅଣ୍ଡା ଖାଇଲେ କୋରୋନା ବ୍ୟାପି ନଥାଏ ବୋଲି ସ୍ପଷ୍ଟ କରିଥିଲେ ।

ଏହା ପରେ ମଧ୍ୟ ଲୋକେ ଚିକେନ୍‌  ଓ ଅଣ୍ଡା ଖାଇବାକୁ ଡରୁଛନ୍ତି । ରାୟପୁରରାନୀ  ଅଞ୍ଚଳରେ ପୋଲ୍ଟ୍ରୀ ଉଦ୍ୟେଗକୁ  20 ଦିନରେ ଏପର୍ଯ୍ୟନ୍ତ  ପାଖାପାଖି  3 ହଜାର  କୋଟି  ଟଙ୍କାର କ୍ଷତି ହେବାର ଅନୁମାନ ଲାଗାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top