ଜୀବନ ମନ୍ତ୍ର

ଜଙ୍କ୍‌ ଫୁଡ ଜମାନାରେ ହର୍ବାଲ ଡ୍ରିଙ୍କ୍‌ର ଚାହିଦା, ସକାଳେ ପାର୍କ ସାମ୍ନାରେ ଜମୁଛି ଭିଡ଼

ଭୁବନେଶ୍ୱର: କେବଳ ଡ଼ାଇବେଟିସ , ଗ୍ୟାସ, ବ୍ଲଡ଼ ପ୍ରେସର, ସ୍କିନ ଡ଼ିଜିଜ ଭଳି ରୋଗ ନୁହେଁ ଥଣ୍ଡା, ଜଏଣ୍ଟ ପେନ, ପେଟ ଗରମ, ଓଜନ ବୃଦ୍ଧି ପରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଲୋକମାନେ ଆପଣାଇଛନ୍ତି ହର୍ବାଲ ଡ୍ରିଙ୍କ୍   । କଲରା , ଅଅଁଳା, ଲିମ୍ବ, ମେଥି, ଗୁଡ଼ମାରି, ବେଲପତ୍ର, ତୁଳସୀ, ଜୁଆଣି, ପୋଦିନା, ପସାରୁଣି, ଜାମ୍ମୁ ପତ୍ରକୁ ବାଟି ସେଥିରୁ ରସ ବାହାର କରି ଏହି ହର୍ବାଲ ଡ୍ରିଙ୍କ୍ ପ୍ରସ୍ତୁତ ହୋଇଥାଏ  । ତେବେ ଏହାକୁ ପିଇବା ଦ୍ୱାରା ବହୁତ ସୁଫଳ ମିଳୁଛି ବୋଲି କହିଛନ୍ତି ଗ୍ରାହକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top