ଦେଶ

ବିମୁଦ୍ରାକରଣକୁ ପୁରିଲା ତିନି ବର୍ଷ

modi

ନୂଆଦିଲ୍ଲୀ: ବିମୁଦ୍ରାକରଣକୁ ପୁରିଲା ତିନି ବର୍ଷ । ଶୁକ୍ରବାର ବିମୁଦ୍ରାକରଣର ତୃତୀୟ ବର୍ଷ ପୂରଣ ଅବସରରେ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସଫଳ ହୋଇଥିବା କହୁଛନ୍ତି । ୨୦୧୬ ନଭେମ୍ୱର ୮ ତାରିଖ ମଧ୍ୟ ରାତ୍ରୀରୁ ଲାଗୁ ହୋଇଥିଲା ବିମୁଦ୍ରୀକରଣ । ବିମୁଦ୍ରୀକରଣକୁ ଆଜିକୁ ୩ ବର୍ଷ ପୂରୁଛି । ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା। କଳାଧନ ମହଜୁଦ୍‌କାରୀଙ୍କ ବିରୋଧରେ କେନ୍ଦ୍ରସରମାରଙ୍କର ଏହା ଏକ ବଡ଼ ପଦକ୍ଷେପ ନିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top