ନ୍ୟୁଜ୍

ବାହୁବଳୀ ନିର୍ଦେଶକ ଏସ୍ଏସ୍ ରାଜମୌଲି କରୋନା ପଜିଟିଭ୍

ଅର୍ଗସ ବ୍ୟୁରୋ : କରୋନା କବଳରେ ସାଧାରଣ ଲୋକଙ୍କ ସମତେ ଦେଶର ଅନେକ ବଡ଼ ବଡ଼ ନେତା ଓ ଅଭିନେତା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଖେର୍ ପରିବାର ଓ ବଚ୍ଚନ ପରିବାରରେ କରୋନା ଭୂତାଣୁ ପ୍ରବେଶ କରିଥିବା ବେଳେ ଏବେ ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲିଙ୍କ ଘରେ କରୋନା ପ୍ରବେଶ କରିଛି। ଟୁଇଟରରେ ଏ ନେଇ ସୂଚନା ଦେଇଛନ୍ତି ରାଜମୌଲି। ନିର୍ଦ୍ଦେଶକ ରାଜମୌଲିଙ୍କ ସମେତ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ସେମାନଙ୍କର ସାମାନ୍ୟ ଲକ୍ଷଣ ଥିବାରୁ ଡାକ୍ତର ତାଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ କହିଥିବା ଲେଖିଛନ୍ତି ରାଜମୌଲି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top