X
Breaking News
ଦେଶ

ପୋଲିସ୍‌କୁ କିସ୍‌ କରି ଯୁବକ ଗିରଫ୍‌

police

ହାଇଦ୍ରାବାଦ: ପୋଲିସ୍‌ କୁ କିସ୍‌ କରି ଯୁବକ ଗିରଫ୍‌ । ତେଲେଙ୍ଗାନାରେ ବୋନାଲୁ ଫେଷ୍ଟିଭାଲ୍‌ ପ୍ରୋସେସନ ଚାଲିଥିବା ସମ୍ରରେ ଜଣେ ମଦ୍ୟପ ଯୁବକ ଜଣେ ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହୋଇଛନ୍ତି। ତେବେଏହି ଯୁବକ ଜଣଙ୍କ ଏକ ପ୍ରାଇଭେଟ୍‌ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡିଛନ୍ତି ।  ଏହି ୨୮ ବର୍ଷିଆ ଯୁବକ ରାସ୍ତାରେ ଯାଉଥିବା ପ୍ରୋସେସନ୍‌ର ସୁରକ୍ଷାରେ ଡ୍ୟୁଟି କରୁଥିବା ଜଣେ ପୋଲିସ୍‌ କର୍ମଚାରୀଙ୍କୁ ଅଟକାଇ କିସ୍‌ କରିଥିଲା।

police

ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି ବାର୍ଷିକ ପର୍ବରେ ପ୍ରୋସେସନ ବାହାରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ଭାନୁ ନାମକ ଜଣେ ମଦ୍ୟପ ଯୁବକ ସବ୍‌ ଇନ୍‌ସପେକ୍ଟର ମହେନ୍ଦ୍ରଙ୍କୁ କିସ୍‌ କରିଥିଲେ। ଜଣେ ପୁଲିସ୍‌ ଅଫିସରଙ୍କ ସହ ଭାନୁ ଏଭଳି କାଣ୍ଡ ଘଟାଇଥିବାରୁ ତାଙ୍କୁ ଗିରଫ କରାଯାଇ ହାଜତ୍‌ରେ ଭର୍ତ୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top