ଦେଶ

ଟିକସଦାତାଙ୍କୁ ଆଶ୍ୱସ୍ତି: ଆଇକର ରିଟର୍ଣ୍ଣ ଭରିବାର ତାରିଖ ଘୁଞ୍ଚିଲା

ନୂଆଦିଲ୍ଲୀ: ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ‘ଆତ୍ମନିର୍ଭର ଭାରତ’ ଅଧିନରେ ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଇନ୍‌କମ୍‌ ଟ୍ୟାକସ ଭରିବାର ସମୟସୀମାକୁ ବୃଦ୍ଧି କରାଯାଇଛି ।

ଆଇକର ରିଟର୍ଣ୍ଣ ଭରିବାର ତାରିଖ 30 ନଭେମ୍ବର 2020କୁ ବୃଦ୍ଧି କରିଛନ୍ତି ସରକାର । ଜୁଲାଇ 31 ଓ  ଅକ୍ଟୋବର 31ରେ ଭରିବାକୁ ଥିବା ଆଇଟି ରିଟର୍ଣ୍ଣ ଏବେ 30 ନଭେମ୍ବରରେ ଭରିପାରିବେ ଟିକସଦାତା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top