ନ୍ୟୁଜ୍

ଭଦ୍ରକ: ବଙ୍ଗୀୟ ପରମ୍ପରାରେ ଜଗତ ଜନନୀ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା

durga puja

ଭଦ୍ରକ: ଭଦ୍ରକ ଜିଲ୍ଲା ସନ୍ଥିଆ ଗାଁରେ ବଙ୍ଗୀୟ ପରମ୍ପରାରେ ଜଗତ ଜନନୀ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ମାଙ୍କ ପୂଜାରେ ମୁଖ୍ୟ ଆକର୍ଷଣ ହୋଇଛି ଝୁଣାଦୀପ । ଯାହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ଜମେ ମଣ୍ଡପରେ ।

durga puja

ବିଶ୍ୱାସ ରହିଛି ମାଙ୍କର ଏହି ପୀଠରେ ଆଜି ଦିନରେ ପୂଜା ଅର୍ଚ୍ଚନା କରିବା ସହ ମହିଳାମାନେ ମୁଣ୍ଡରେ ଝୁଣା ଦୀପ ଦେଇ ମାଙ୍କ ସମ୍ମୁଖରେ ବସି ପୂଜା କଲେ  ମନସ୍କାମନା ପୁରଣ ହୋଇଥାଏ । ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମାନସିକଧାରୀ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top