ନ୍ୟୁଜ୍

ଦୂର୍ଗା ପୂଜା ପାଇଁ ଚଳଚଞ୍ଚ ସିଲଭର ସିଟି, ଆଜିଠାରୁ ଆରମ୍ଭ ହେଲା ମା’ଙ୍କ ଷୋଡଶ ଉପଚାର

ctc durga puja

କଟକ: ଆସୁଛି ଦଶହରା । ଆଉ  ଦିନ କେଇଟା ପରେ ମା’ ଧରାପୃଷ୍ଠରେ ଅବତରଣ କରିବେ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ । ତେବେ  ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସିଲଭର ସିଟି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଝଳସି ଉଠିବ କଟକ ସହର ।

ctc durga puja

କଟକ ଅଧିଷ୍ଠାତ୍ରୀ ଦେବୀ ଚଣ୍ଡୀଙ୍କ ମନ୍ଦୀରରେ ଆଜିଠାରୁ ମାଁଙ୍କ ଷୋଡଶ ଉପଚାର ଆରମ୍ଭ ହୋଇଯାଇଛି । ଏଥିପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଆଜି ପ୍ରଥମ ଥର ପାଇଁ ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛନ୍ତି ମାଙ୍କ ମନ୍ଦିର । ଆସନ୍ତା କାଲି ଦ୍ୱିତୀୟ ତିଥିରେ ମାଙ୍କ ନିକଟରେ ରୀତିନୀତିରେ ଘଟ ସ୍ଥାପନ କରାଯିବ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top