ଦେଶ

ଜୁନ ୧୯ରେ ୧୦ ରାଜ୍ୟର ୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

rajya sabha

ନୂଆଦିଲ୍ଲୀ: 10 ରାଜ୍ୟରେ 24 ରାଜ୍ୟସଭା ସିଟ୍‌ରେ ହେବ ନିର୍ବାଚନ । ଜୁନ 19, 2020ରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ସେହିଦିନ ସନ୍ଧ୍ୟା 5ରେ ଭୋଟ ଗଣତି ହେବ । ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନରେ 18ଟି ସିଟ୍‌ରେ ନିର୍ବାଚନ ହେବାକୁ ଥିବା ବେଳେ ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ ମିଜୋରାମରେ 6 ସିଟ୍‌ରେ ହେବ ନିର୍ବାଚନ ।

ଅରୁଣାଚଳ ପ୍ରଦେଶ ଓ ମିଜୋରାମରେ ଗୋଟିଏ ଲେଖାଏଁ ରାଜ୍ୟସଭା ସିଟ୍‌ ଖାଲି ହେବାକୁ ଥିବା ବେଳେ କର୍ଣ୍ଣାଟକରେ 4 ସିଟ୍‌ ଖାଲି ହେବ । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ-ଜୁଲାଇରେ ଶେଷ ହେବ । ତେବେ ଏନେଇ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top