ନ୍ୟୁଜ୍

ଗଜ ନେଲା ଜୀବନ

ଅନଗୁଳ: ଅନଗୁଳ ଜିଲ୍ଲା କିଷରନଗର ବ୍ଲକ ନାକଚି କମରେଇ  ଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ  ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ଆଜି ଭୋର 4 ଟା ସମୟରେ ଦେବକୀ ବେହେରା ସୋଇଥିବା ଅବସ୍ଥାରେ ହାତୀଟି ଘର ଭାଙ୍ଗିବା ସହ ମହିଳାକୁ ଦଳି ଚକଟି ଦେଇଚାଲିଯାଇଥିଲା  ।

ଫଳରେ ଘଟଣା ସ୍ଥଳରେ ଦେବକୀ ବେହେରାଙ୍କ  ମୃତ୍ୟୁ ଘଟି ଥିଲା । ନାକଚି ଗ୍ରାମପଞ୍ଚୟାତରେ ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଚି କିନ୍ତୁ ଜଙ୍ଗଲ ମଧ୍ୟକୁ ହାତୀକୁ ଘୋଡ଼େଇବାକୁ  ବନବିଭାଗ ବିଫଳ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top