ନ୍ୟୁଜ୍

ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

elephant

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳରେ ହାତୀପଲ ଚିନ୍ତାରେ ଧାନ ଚାଷୀ। କଣିହାଁ ବନାଞ୍ଚଳରେ ୨ଦିନ ହେବ ୨୨ଟି ହାତୀ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିବା ବେଳେ ବନବିଭାଗ ଅବହେଳା ଯୋଗୁଁ ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟପକ୍ଷରେ ବଜ୍ରକୋଟ ଗାଁରେ ବ୍ୟାପକ ବିଲରେ କଟା ହୋଇଥିବା ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।

elephant

ଏବେ ଫୁଲଝରୀ ଜଙ୍ଗଲରେ ୨୨ଟି ହାତୀ ଥିବାବେଳେ ବନାଞ୍ଚଳରେ ମୋଟ ୩୬ ହାତୀ ଥିବା ସୂଚନା ରହିଛି । ବନବିଭାଗ ଏହି ଅଞ୍ଚଳରୁ ହାତୀପଲକୁ ଘଉଢେଇବା ପାଇଁ ଲୋକମାନେ ଦାବିକରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top