ରାଜ୍ୟ

ଦରମା ପାଇଁ କମ୍ପାନୀ ଆଗରେ ଧାରଣା ଦେଲେ କର୍ମଚାରୀ

Soro

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ନିକଟରେ ଥିବା ବ୍ରିଜ ଗୋପାଲ ଗେଟ ଆଗରେ କମ୍ପାନୀର କର୍ମଚାରୀମାନେ ଧାରଣା ବସିଛନ୍ତି । ଏହି କମ୍ପାନୀ ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଛି ।

ସ୍ଥାନୀୟ କର୍ମଚାରୀଙ୍କୁ କାମରୁ ବାହାର କରିଦେଉଥିବା ଏବଂ ୩ ମାସର ଦରମା ଦେଉନଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି କର୍ମଚାରୀ । ଦରମା ନପାଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top