X
Breaking News
ଦେଶ

EXIT Poll 2019: ବିଜେପି ଆଗରେ

EXIT POLL

ପ୍ରକାଶ ପାଇଲା ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକ୍ଜିଟ୍‌ ପୋଲ୍‌ ରିପୋର୍ଟ । ପୁଣି ଥରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନ କରିବେ ବୋଲି ଅଧିକାଂଶ ଏକ୍ଜିଟ୍‌ ପୋଲ୍‌ ରିପୋର୍ଟରେ ପ୍ରକାଶ ପାଇଛି । 542 ଲୋକସଭା ସିଟ୍‌କୁ ନେଇ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍ଜିଟ୍‌ ପୋଲ ଆକଳନ କରାଯାଇଛି ।

TIMES NOW ରିପୋର୍ଟ
TIMES NOW ର ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 306, ୟୁପିଏ 132  ଓ ଅନ୍ୟାନ୍ୟ ଦଳ 104 ସିଟ୍‌ ପାଇବେ ।

Republic C-Voter ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 287, ୟୁପିଏ 128  ଓ ଅନ୍ୟାନ୍ୟ ଦଳ 127 ସିଟ୍‌ ପାଇବେ ।

News nation ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 282ରୁ 290, ୟୁପିଏ 118ରୁ 126  ଓ ଅନ୍ୟାନ୍ୟ ଦଳ 130ରୁ 138 ସିଟ୍‌ ପାଇବେ ।

Jan ki BAAT ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 305, ୟୁପିଏ 124  ଓ ଅନ୍ୟାନ୍ୟ ଦଳ 113 ସିଟ୍‌ ପାଇବେ ।

INDIA Today ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 298, ୟୁପିଏ 118  ଓ ଅନ୍ୟାନ୍ୟ ଦଳ 126 ସିଟ୍‌ ପାଇବେ ।

News X ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 298, ୟୁପିଏ 118  ଓ ଅନ୍ୟାନ୍ୟ ଦଳ 126 ସିଟ୍‌ ପାଇବେ ।

Sudarsan News  ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 313, ୟୁପିଏ 121  ଓ ଅନ୍ୟାନ୍ୟ ଦଳ 109 ସିଟ୍‌ ପାଇବେ ।

NDTV ଆକଳନ ଅନୁଯାୟୀ ଲୋକସଭାରେ ଏନ୍‌ଡିଏ 305, ୟୁପିଏ 125  ଓ ଅନ୍ୟାନ୍ୟ ଦଳ 112 ସିଟ୍‌ ପାଇବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top