X
Breaking News
ନ୍ୟୁଜ୍

SCBରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

DENGUE

କଟକ: କଟକ ବଡ଼ ମେଡିକାଲରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ । ଏସ୍‌ସିବିରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କର ଆଜି ମୃତ୍ୟୁ ହୋଇଛି । ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ଦେବକୀ ବେହେରା (୬୦) ବୋଲି ଜଣାପଡ଼ିଛି । ଅସୁସ୍ଥତା ହେତୁ ଗତ ୨୯  ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ହେବାରୁ ଡେଙ୍ଗୁ ୱାର୍ଡର ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top