ଦେଶ

ଖେଳିବା ସମୟରେ ୫୦ଫୁଟ ଗଭୀରକୁ ଗଳି ପଡିଲା ଶିଶୁ: ପିଲାକୁ ଉଦ୍ଧାର କରି ପାରିଲା….

borwell

ହରିୟାଣା:  ଅରିୟାଣାର କରନାଲରେ 50 ଫୁଟ ଗଭୀରର ବୋରଓ୍ୱେଲରେ ଗଳି ପଡିଲା ଜଣେ 5ବର୍ଷର ଶିଶୁ । ପିଲାଟିକୁ ବଞ୍ଚାଇବା ପାଇଁ ପ୍ରଶାସନ ଅଭିଯାନ ଜୋରସୋର ଚାଲାଇଥିଲେ ମଧ୍ୟ ଶିଶୁଟିକୁ ଉଦ୍ଧାର କରିପାରିଲା ନାହିଁ । ଫଳରେ ଶିଶୁଟି ଆଖି ବୁଝିଛି । ଘଟଣାଟି କରନାଲର ହରି ସିଂହ ଗ୍ରାମରେ ଘଟିଛି ।

କରନାଲ ଜିଲ୍ଲାରେ ହରିସିଂହ ଗ୍ରାମରେ ରବିବାର ଦିନ  ଅପରାହ୍ନ 3ଟାରେ 5ବର୍ଷ ଶିଶୁଟି ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ଖୋଲା ପଡିଥିବା ବୋରଓ୍ୱେଲରେ ଗଳି ପଡିଥିଲା । ବୋରଓ୍ୱେଲଟି 50 ଫିଟ୍‌ ଗଭୀରର ଥିଲା । ବହୁ ମସୟ ଖୋଜାଖୋଜି ପରେ ଶିଶୁଟି ବୋରଓ୍ୱେଲରେ ପଡିଥିବାର ଦେଖିବକୁ ପାଇଥିଲେ ପରିବାର ଲୋକେ । ଏହା ପରେ ପ୍ରଶାସନ ଶିଶୁଟିର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କିନ୍ତୁ ଏଥିରେ ବିଫଳ ହୋଇଥିଲା ପ୍ରଶାସନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top