ନ୍ୟୁଜ୍

ଲାଲଗଡରେ ଉଡ଼ିଲା ତ୍ରିରଙ୍ଗା

flag

ମାଲକାନଗିରି:  ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା । ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା । ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ତେବେ ମାଲକାନଗରି ଏସପି ହୃଷିକେଶ ଡି ହିଲାରୀଙ୍କ ନେତୃତ୍ୱରେ ଶତାଧିକ ବିଏସଏଫ ଯବାନ ଗୁରୁପ୍ରିୟା ସେତୁ ଦେଇ ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପକାଇବା ସହ ତ୍ରିରଙ୍ଗା ଉଡାଇଛନ୍ତି । ଦୀର୍ଘ ୬ ଦଶନ୍ଧି ପରେ ବିଏସଏଫ ଯବାନ ଏଠାରେ ପହଞ୍ଚିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top