ଦେଶ

୨୦୧୯ ଫୋର୍ବସ ଧନୀ ତାଲିକାରେ ୧ନମ୍ବରରେ ମୁକେଶ ଅମ୍ବାନୀ

ambani

ଅର୍ଗସ ବ୍ୟୁରୋ: ୨୦୧୯ ଫୋର୍ବସ ଧନୀ ତାଲିକାରେ ୧ ନମ୍ବରରେ ମୁକେଶ ଅମ୍ବାନୀ |  ରିଲାଏନ୍ସ  ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଫୋବର୍ସ ତାଲିକାରେ  ସବୁଠାରୁ ଧନୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଦ୍ବାଦଶ ଥର ପାଇଁ ପୁଣି  ୧ ନମ୍ବର ସ୍ଥାନ ଅକ୍ତିୟାର କରିଛନ୍ତି  ମୁକେଶ ଅମ୍ବାନୀ  ।  ଏହି ଲିଷ୍ଟ୍‌ର ଅଷ୍ଟମ ସ୍ଥାନରେ ଇନ୍‌ଫାଷ୍ଟ୍ରକ୍ଚର ଟାଇକନ୍‌ର  ଗୌତମ ଅଦାନି ଅଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top