ନ୍ୟୁଜ୍

ରାଜ୍ୟର ୪ IFS ଅଫିସରଙ୍କୁ ପଦନ୍ନୋତି

IFS

ଭୁବେନଶ୍ୱର: ରାଜ୍ୟର ୪ IFS ଅଫିସରଙ୍କୁ  ପଦନ୍ନୋତି କରାଯାଇଛି  । ଏମାନଙ୍କୁ ଅତିରିକ୍ତ ପିସିସିଏଫ ପଦବୀକୁ ପଦୋନ୍ନତି  କରାଯାଇଛି  ।  ଏହି 4ଜଣ  IFS ଅଫିସର ହେଲେ, ସୁଶାନ୍ତ ନନ୍ଦ (୧୯୮୯), ଓମ ପ୍ରକାଶ ସିଂହ (୧୯୮୯),  ସୁରେଶ ପାନ୍ଥ (1990) ଏବଂ (୧୯୯୧)  ବ୍ୟାଚର ଲିଙ୍ଗରାଜ ଓତା ।  ଅଫିସରମାନଙ୍କୁ  ଏକାସାଙ୍ଗେ  ପଦନ୍ନୋତି  ଦିଆଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top