ନ୍ୟୁଜ୍

ରାଜଧାନୀରେ ମାତିଲେ ଗଞ୍ଜେଇ ମାଫିଆ, ୫ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ

ganja

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଗଞ୍ଜେଇ ମାଫିଆ । ପାର୍ସଲ ନାଁରେ ଟ୍ରେନରେ ଚାଲାଣ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top