ନ୍ୟୁଜ୍

କମେଣ୍ଟ ମାରୁଥିଲେ ରୋଡ ରୋମିଓ, ରାସ୍ତା ମଝିରେ ଉଠ୍‌ ବସ୍‌ କରାଇଲେ ଯୁବତୀ

Viral Video

ଭୁବନେଶ୍ୱର:  ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା । ରାସ୍ତା ମଝିରେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନୀରେ । ଯୁବତୀ ଜଣକ ଘରୁ ବାହାରକୁ ଯାୁଥିବା ସମୟରେ ଯୁବତୀଙ୍କୁ ପିଛା କରିବା ସହ କମେଣ୍ଟ ମାରୁଥିଲେ ଦୁଇ ଯୁବକ । ପରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରିଥିଲେ । ତା ପରେ ଦୁଇ ଜଣ ଯୁବକଙ୍କୁ ଯୁବତୀ ଜଣକ ଉଠ୍‌ ବସ କରିଥିଲେ । ଦେଖନ୍ତୁ ଏହି ଭିଡିଓ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top