ଅପରାଧ

ହରଭଙ୍ଗା ବିଡିଓ ରବିନ୍ଦ୍ର ଶତପଥୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଡିଓ ରବିନ୍ଦ୍ର ଶତପଥୀ ନିଲମ୍ବିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଅନିୟମିତାତା ଏବଂ ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଭଯୋଗରେ ରବୀନ୍ଦ୍ରଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଡିଓ ରବିନ୍ଦ୍ର ଶତପଥୀଙ୍କ ଛତ୍ରଛାୟା ତଳେ ବ୍ୟାପକ ଅନିୟମିତା କରୁଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ଦେଖିବାକୁ ମିଳିଛି । ଲୋକେ କହୁଛନ୍ତି ଏହା ସରକାରଙ୍କ 5ଟି ପ୍ରହାର ।

ତେବେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ସମ୍ପର୍କରେ ଚୁପ କାହିଁକି ସରକାର ? ଏହାସହ ଏହି ଦୁର୍ନୀତିରେ ଶଂଶ୍ଳିଷ୍ଟ ଅଧିକାରୀଙ୍କ କେବେ ହେବ କାର୍ଯ୍ୟାନୁଷ୍ଠାନ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top