ନ୍ୟୁଜ୍

ପ୍ରବଳ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି, ଯାତାୟାତ ଠପ୍‌

rain

କଟକ:  ପ୍ରବଳ ବର୍ଷାରେ କଟକ ଆଠଗଡ଼ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମଧପୁରଠାରେ ଦେଖିବାକୁ ମିଳିଛି କି ରାସ୍ତା ଉପରେ ୩ ଫୁଟର ପାଣି ଲହଡି ମାରୁଛି । ଫଳରେ ଜାନବାହନ ଯିବାଆସିବା ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଏହି ପାଣିରେ ରାସ୍ତା ନ ଦେଖାଯିବା ଫଳରେ ଏକ ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଥିବା ଜଣାପଡ଼ିଛି ।

ଅନ୍ୟପଟେ ଚଳିତ ବର୍ଷ ରାଜ୍ୟରେ ବିଳମ୍ୱରେ ବର୍ଷା ହୋଇଥିଲା । ତେବେ ଲଘୁଚାପ ଜନିତ ବର୍ଷା ପାଇଁ କିଛି କିଛି ସ୍ଥାନରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top